ଚୋରା ମଦ ବିକ୍ରି ବେଳେ ଗ୍ରାହକ ସାଜି ମାଡ଼ି ବସିଲା ପୁଲିସ

ଜଣେ ଗିରଫ, ୧୫ ବୋତଲ ମଦ ଜବତ ଭୁବନେଶ୍ବର: ନୂଆପଲ୍ଲୀ ଡେଲ୍‌ଟା କଲୋନିରେ ଚୋରା ମଦ ବିକ୍ରି କରୁଥିବା ଜଣେ ଯୁବକକୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି, ଲିଙ୍ଗରାଜ ଥାନା ଅଧୀନ ଫୁଲେଶ୍ଵରୀ ବସ୍ତିର ନାରାୟଣ ବିଶୋୟୀ(୩୭)। ମିଳିଥିବା ସୂଚନା ମୁତାବକ, ନାରାୟଣ ଲକ୍‌ଡାଉନ୍‌ର ଫାଇଦା ନେଇ ପୂର୍ବରୁ ଦୋକାନରୁ କିଣି ରଖିଥିବା ମଦକୁ ଚଢ଼ା ଦାମ୍‌ରେ ଚୋରା ବିକ୍ରି କରୁଥିଲା। ବିଶ୍ୱସ୍ତ … Continue reading ଚୋରା ମଦ ବିକ୍ରି ବେଳେ ଗ୍ରାହକ ସାଜି ମାଡ଼ି ବସିଲା ପୁଲିସ